ads

Breaking News

ବାଲିବାଟି ମଠରେ ଅଷ୍ଟପ୍ରହରୀ ଓ ନାମ ସଂକୀର୍ତ୍ତନ


 ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ମେଡିକାଲ ପାଶ୍ୱର୍ରେ ଥିବା ବାଲିବାଟିି ମଠ  ତଥା କାଞ୍ଜିଆ ମେଳଣ ପଡିଆରେ ଥିବା ମଠ ପରିସରରେ ଶତାଧିକ ବର୍ଷ ହେବ ଅଷ୍ଟପ୍ରହର ଓ ନାମଯଜ୍ଞ ଉଦଯାପିତ ହୋଇଯାଇଛି । ଅକ୍ଷୟ ମହାପାତ୍ର ଓ ଅନୀତା ମହାପାତ୍ର କର୍ତ୍ତା କର୍ତ୍ତି ଭାବେ ରହିଥିବା ବେଳେ ଆୟୋଜନ କରିଥିଲେ ମଠର ପୂଜକ ବାବା ନବ କିଶୋର ଗୌଡ, ଲୋକନାଥ ସୁଆର ଉତ୍ତର ପାଶ୍ୱର୍ର ରାଜା ପଣ୍ଡା, ଲୋକନାଥଙ୍କ ସେବକ ମାଧବ ପଣ୍ଡା, ପ୍ରଫୁଲ ଆଚାର୍ଯ୍ୟ, ପ୍ରଫୁଲ ପଣ୍ଡା, ଗତିକୃଷ୍ଣ ପ୍ରଧାନ ଓ ଧଡେଶ୍ୱର ପାଣି । ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ଙ୍କ ସହିତ କାଞ୍ଜିଆ ଗ୍ରାମବାସୀ ଓ ଯୁବକ ସଂଘର ସଦସ୍ୟ ମାନେ ସହଯୋଗ କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୧---୪,୫୦

ads

Blog Archive

Popular Posts