ads

Breaking News

ଜଙ୍ଗଲି ବଣଭୁଆଁକୁ ଉଦ୍ଧାର କଲା ଜଙ୍ଗଲ ବିଭାଗ


ପୁରୀ- ପୁରୀ ନୂଆ ମେରାଇନ ଡ୍ରାଇଭ ରୋଡ ଲାଇଫଗାର୍ଡ ଆଉଟପୋଷ୍ଟ ନିକଟରୁ ଏକ ଜଙ୍ଗଲି ବିଲେଇ ବା ବଣଭୁଆଁକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଛି।ବାଟବଣା ହୋଇ ଜଙ୍ଗଲି ବିଲେଇଟି କେଉଁ ଆଡୁ ଚାଲିଆସିଥିବା ସନ୍ଦେହ କରାଯାଉଛି।ସହରତଳି, ବୁଦୁବୁଦିଆ ଏବଂ ଅଭୟାରଣ୍ୟ ଅଞ୍ଚଳରେ ଦେଖାଯାଉଥିବା ଜଙ୍ଗଲି ବିଲେଇ ବା ବଣଭୁଆଁ ଲୁଣିଆ ବାୟୁ ସଂସ୍ପର୍ଶରେ ଆସିଥିବାରୁ ତାର ଚିକିତ୍ସା ପରେ ତାକୁ ଜଙ୍ଗଲରେ ଛଡ଼ାଯିବା ବନବିଭାଗ କର୍ମଚାରୀ କହିଛନ୍ତି। ପୁରୀ ରୁ ଜୟନ୍ତ କୁମାର ସେଠୀ,୧୭/୨/୨୦୨୧----୭,୨୦

ads

Blog Archive

Popular Posts