ads

Breaking News

ଟୀକା ନେଲେ ବି ଏମ ସି କମିଶନର



ଭୁବନେଶ୍ୱର--- ଗୁରୁବାର କ୍ୟାପିଟାଲ ହସ୍ପିଟାଲରେ କରୋନା ଟୀକା ନେଇଛନ୍ତି ବି ଏମ ସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।ଟୀକା ନେବା ପରେ ସେ ସୁସ୍ଥ ଥିବା କହିଛନ୍ତି। ଲୋକେ କୌଣସି ଗୁଜବକୁ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁମାନେ ଟିକାକୁ ଡରୁଛନ୍ତି ସେମାନେ ଗୁଜବ କୁ ବିଶ୍ୱାସ କରନ୍ତୁ ନାହିଁ ବୋଲି କହିଥିଲେ । ନିଜେ ଟୀକା ନେବା ସହ ଅନ୍ୟମାନଙ୍କୁ ଟୀକା ନେବାକୁ ପ୍ରୋତ୍ସାହିତ କରାନ୍ତ ବୋଲି ସେ କହିଛନ୍ତି । ଅନ୍ୟ ପଟରେ ଆଜି ଠାରୁ ବିମାନ ବନ୍ଦରରେ କୋଭିଡ ଟେଷ୍ଟ ଆରମ୍ଭ ହୋଇଛି ।ଯାତ୍ରୀ ମାନେ କୋଭିଡ ଟେଷ୍ଟ କରିଥିବାର ଦେଖାଯାଇଛି ।
 ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts