ads

Breaking News

ଅମାନିଆ କୁ ସାବାଡ଼୍ କରିବା ପାଇଁ ସଚେତନତା କରୁଛି ପୋଲିସ୍



କୁକୁଡ଼ାଖଣ୍ଡି  ----- କୁକଡାଖଣ୍ଡି ଵ୍ଳକ ଅନ୍ତର୍ଗତ ଅଙ୍କୁଶପୁରରେ ଥିବା ସଦରଥାନା ପକ୍ଷରୁ ଅମାନିଆ ମାନଙ୍କୁ ସାଵାଡ଼୍ କରିବା ନେଇ ଚାଲିଛି ସଚେତନତା । ଆଜି ସକାଳୁ ପୋଲିସ୍ ପକ୍ଷରୁ ଯାଞ୍ଚ କାର୍ଯ୍ୟକ୍ରମ ଚାଲୁରହିଛି । ସରକାରଙ୍କ କୋଭିଡ-୧୯ ନିୟମ ପ୍ରକାରେ ଗାଡ଼ିରେ ଯିବା ଆସିବା କରିବା ସମୟରେ ମାସ୍କ ନ ପିନ୍ଧିଵା କୁ ନେଇ ପୋଲିସ ଯାଞ୍ଚ କରି ଫାଇନ୍ ଆଦାୟ କରୁଥିବା ର ଜଣାପଡିଛି । ଅମାନିଆ ମାନଙ୍କୁ ସାଵାଡ଼୍ କରୁଥିବା ଦେଖାଦେଇଛି । ପୋଲିସ ପକ୍ଷରୁ ଏପରି ପଦକ୍ଷେ ପକୁ ସାଧାରଣରେ ପ୍ରଶଂସା କରାଯାଉଛି ।
ଧରାକୋଟ ରୁ ଅଶେଷ କୁମାର ପାତ୍ରଙ୍କ ରିପୋର୍ଟ 

ads

Blog Archive

Popular Posts