ads

Breaking News

ସମାଜସେବୀ ପୁରସ୍ତମ୍ଭ ମୁଦୁଲିଙ୍କ ଦେହାନ୍ତ


 ବରୀ--- ବରୀ ବ୍ଳକ ଅନର୍ଗତ ରମ୍ପା ଗ୍ରାମ  ପଞ୍ଚାୟତ  ନେଉଳା ଗ୍ରାମର ପୁରସ୍ତମ୍ଭ ମୁଦୁଲି (୬୨) ଙ୍କ କଟକ ସ୍ଥିତ ବିଶାଖା ମେଡିକାଲରେ ଆଜି ପରଲୋକ ଘଟିଛି। ପ୍ରକାଶ ଥାଉକି ୧୦ ଦିନ ତଳେ ମୁଦୁଲିଙ୍କ ଦେହ ଆସୁସ୍ଥ ହେବାରୁ ଚିକିତ୍ସା ପାଇଁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିସ୍ଥା ହେଉଥିଲେ। ଆଜି ମୁଦୁଲିଙ୍କ ଅକାଳ ବିୟୋଗ ଘଟିଛି। ତାଙ୍କ ମୃତ୍ୟୁରେ ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ସାମାଜିକ କର୍ମୀ ସତ୍ୟ ରଂଜନ କର, ପଞ୍ଚାୟତର  ସରପଞ୍ଚ, ସମିତି ସଭ୍ୟ ତାଙ୍କ ବାସ ଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । ଶୋକ ସନ୍ତପ ପରିବାର ଙ୍କୁ ସମବେଦନା ଜଣାଇଛନ୍ତି।
ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts