ads

Breaking News

ବଡହାଟ ମାଇନର କେନାଲ ବନ୍ଧ ଦଖଲ


  ସାକ୍ଷୀଗୋପାଳ --- ବଡହାଟ ମାଇନର କେନାଲ ଏବେ ବ୍ୟକ୍ତି ବିଶେଷଙ୍କ ଅଧୀନରେ ରହିଛି ।  କିଏସେ ବଗିଚା କରିଲାଣି କିଏସେ ଘର କରି ରହିଲାଣି । କେନାଲ ସଫେଇ ସମୟରେ ବାଧା ସୃଷ୍ଟି ହେଉଛି । ଏବେ ଜଣେ ବ୍ୟକ୍ତି ବିଶେଷ ରାତିରେ ଲୋକ ଲଗାଇ ଏକ ଚାଳିଆ ତିଆରି କରି ସେଥିରେ ପାଲ ପକାଇ ଦଖଳ କରିବାକୁ ଉଦ୍ଦ୍ୟମ କରିଥିଲେ । କୌଣସି ସୁତ୍ରରୁ ଖବର ପାଇ ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗର ଜେଇ ଘଟଣା ସ୍ଥଳ ପରିଦର୍ଶନ କରି ସେଠାରେ ଘର ଭାଙ୍ଗି ଦେବା ପାଇଁ କହିଥିଲେ । ପରେ ପରେ କର୍ମଚାରୀ ପଠାଇ ସେଠାରେ ପଡିଥିବା ପଲିଥିନି କାଢ଼ିକି ନେଇଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

ads

Blog Archive