ads

Breaking News

ଜଟଣୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ରକ୍ତଦାନ ଶିବିର


ଜଟଣୀ --ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ 70ତମ ଜନ୍ମଦିବସ ଉପଲକ୍ଷେ ସେବାଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସ୍ୱସ୍ତି ଜ୍ୟୋତି କଲେଜ ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ରକ୍ତଦାନ ଶିବିର  ଅନୁଷ୍ଠିତ ହୋଇଯାଇଛି ।  ଶିବିରରେ ୩୭ଟି ରକ୍ତ  ସଂଗ୍ରହ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଧାୟକ ପାର୍ଥି ଶ୍ରୀଯୁକ୍ତ ବିଶ୍ୱରଂଜନ ବଡ଼ଜେନା,  ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରଶ୍ମି ମହାପାତ୍ର ଏବଂ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ ।

ଜଟଣୀରୁ -ରଙ୍ଗନାଥ ବେହେରା

ads

Blog Archive