ads

Breaking News

ଅଗ୍ନିକାଣ୍ଡରେ ୨ବଖରା ଘର ଭସ୍ମୀଭୂତ


ଖଇରା ---- ଖଇରା ତହସିଲ ଅଧିନ ଡୁଙ୍ଗୁରା ପଞ୍ଚାୟତ ତୋଟାପଡା ଗ୍ରାମରେ ଅଗ୍ନିକାଣ୍ଡ ଘଟି ୨ବଖରା ଘର ପୋଡି ନଷ୍ଟ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଗ୍ରାମର ଗୋୖରହରି ପ୍ରଧାନଙ୍କ ଘରେ ହାଠତ ନିଆଁ ଲାଗିଯାଇଥିଲା। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଅଡ଼ା ଦମକଳ କେନ୍ଦ୍ରଙ୍କୁ ଖବର ଦେଇଥିଲେ।  ଦମକଳ କେନ୍ଦ୍ରର ୨ଟି ଗାଡି ସହ କର୍ମଚାରୀ ମାନେ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ଚଣ୍ଡିମାତା ସ୍ବେଚ୍ଛାସେବୀ ସଙ୍ଗଠନର ସଭାପତି କମଳାକାନ୍ତ ସ୍ଵାଇଁ, ସମ୍ପାଦକ ପ୍ରଫୁଲ ସେଠୀ, କୋଷାଧ୍ୟକ୍ଷ୍ୟ ପ୍ରଦୀପ ମହାରଣା, ଉପସଭାପତି ଭରତ ପରିଡା, ସହ  ସମ୍ପାଦକ ମନୋଜ ସେଠୀ ପହଞ୍ଚି ଅଗ୍ନି ବିପନ୍ନ ପରିବାରଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ବାଲେଶ୍ଵର ରୁ କିଶୋର କୁମାର ବେହେରା

ads

Blog Archive

Popular Posts