ads

Breaking News

ବରୀରେ ନୂତନ ତହସିଲଦାଙ୍କ ଯୋଗଦାନ

 ବରୀ---- ଯାଜପୁର ଜିଲ୍ଲା ବରୀ ତହସିଲରେ  ତହସିଲଦାର ପଦବୀ ଦୀର୍ଘଦିନ ହେବ ଖାଲି ପଡିଥିଲା ।  ତହସିଲଦାର ଭାବେ ସରୋଜ କାନ୍ତ ନାୟକ କାର୍ଯ୍ୟରେ ଯୋଗଦାନ କରିଛନ୍ତି ।  ଗୁରୁବାର ବରୀ ବାର ଆସୋସିଏସନ ସଭାପତି ରାଜ କିଶୋର ସାମଲଙ୍କ ନେତୃତ୍ୱରେ ଆଇନଜୀବୀ ଧିରେନ୍ଦ୍ର ସ୍ୱାଇଁ,ତପନ କୁମାର ଜେନା ,ବାଞ୍ଛାନିଧି ସାହୁ, ଭବାନୀ ଶଙ୍କର ପଣ୍ଡା, ଗୁଣନିଧି ନାୟକ ପ୍ରମୁଖ ପୁଷ୍ପଗୁଛ ପ୍ରଦାନ କରି ନୂତନ ତହସିଲଦାର ନାୟକଙ୍କୁ ସ୍ୱଗତ ସମ୍ବଦ୍ଧନା ଜଣାଇଥିଲେ । ନାୟକଙ୍କ ଯୋଗଦାନ ପରେ ତହସିଲରେ ପଡି ରହିଥିବା ସରକାରୀ କାର୍ଯ୍ୟକୁ ତ୍ୱରାନିତ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି । ନୂତନ ତହସିଦାରଙ୍କ ଯୋଗଦାନ ପରେ ସାଧାରଣରେ ଉତ୍ସାହ ପ୍ରକାଶ ପାଇଛି ।
ଯାଜପୁର ବରୀରୁ ଧର୍ଶନ ବେହେରାଙ୍କ ରିପୋର୍ଟ

ads

Blog Archive

Popular Posts