ads

Breaking News

କୋଣାର୍କ ଏନଏ ସି ଘେରାଉ କଲେ ମହିଳା


କୋଣାର୍କ----––– କୋଣାର୍କ ମହିଳା ସଂଗଠନର ମହିଳା ମାନେ ଆଉ ଏକ ପାନ ଆଗେଇଛନ୍ତି ଯେଉଁ କାମ ପୁରୁଷ ମାନେ କରିବା କଥା ସେମାନେ କରିବାରୁ ମହିଳା ମାନେ କରିଛନ୍ତି ବିଭିନ୍ନ ଜନ ସମସ୍ୟାକୁ ନେଇ ଶହଶହ ମୖହିଳା ମାନେ ଏକ ଶୋଭାଯାତ୍ରାରେ ଆସି କୋଣାର୍କ ଏନ ସି କାର୍ଯ୍ୟାଳୟ ଘେରାଉ କରିଥିବାର ଜଣାପଡିଛି
କୋଣାର୍କରୁ ଅଜିତ କୁମାର ମଲିକ 
 A maliki
konark


ads

Blog Archive

Popular Posts