ads

Breaking News

ଆନ୍ତର୍ଜାତୀୟ ମହିଳା ହିଂସା ବିରୋଧି ଦିବସ ପାଳିତ



ଶରଣକୁଳ ----- ଶରଣକୁଳରେ ଥିବା ଫ୍ରେଣ୍ଡସ ହେଲ୍ପ ଗ୍ରୁପର ମୁଖ୍ୟ କର୍ମକର୍ତ୍ତା ଜ୍ଞାନରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ସଦସ୍ୟମାନଙ୍କ ଦ୍ୱାରା ଆଜି ମହିଳା ହିଂସା ବିରୋଧି ଦିବସ ପାଳିତ ହୋଇଯାଇଛି। ଶରଣକୁଳ ଅଞ୍ଚଳରେ ଥିବା ବିଭିନ୍ନ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ର ବୁଲି ଶୋଭାଯାତ୍ରାରେ କରିଥିଲେ। ବିଭିନ୍ନ ସ୍ଥାନରେ ହାତରେ ପ୍ଲା କାର୍ଡ଼,ପୋଷ୍ଟର ଧରି ନାରୀ ସୁରକ୍ଷା ସହ ମହିଳାମାନଙ୍କ ପ୍ରତି ହେଉଥିବା  ହିଂସାକାଣ୍ଡକୁ କିପରି ପ୍ରତିହତ କରାଯାଇପାରିବ ସେ ନେଇ ସଚେତନତାର ବାର୍ତ୍ତା ଦେଇଥିଲେ। 
ନୟାଗଡ଼ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts