ads

Breaking News

ବେଗୁନିଆ ସାହିତ୍ୟାନୁଷ୍ଠାନର ଆଲୋଚନା ଚକ୍ର



ବେଗୁନିଆ –––– ବେଗୁନିଆ  ଥାନା ଅନ୍ତର୍ଗତ ମାଣିବନ୍ଧ ପାୟତ ଏକଡାଳିଆ ଗ୍ରାମର ଆରାଧ୍ୟ ଠାକୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ବର ଦେବଙ୍କ ମନ୍ଦିର ପରିସରରେ ବେଗୁନିଆ ସାହିତ୍ୟାନୁଷ୍ଠାନ ପକ୍ଷରୁ  ମାସିକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି   ଶ୍ରେଷ୍ଠ ମାର୍ଗଶୀର ଶୀର୍ଷକ ଆଲୋଚନା ଚକ୍ରରେ ଅନୁଷ୍ଠାନର ବରିଷ୍ଠ ସଭ୍ୟ ବସନ୍ତ କୁମାର ହୋତା ପୌରୋହିତ୍ୟ କରିଥିଲେ କବି ପ୍ରସନ୍ନ ମଣ୍ତଳଙ୍କ ସଂଯୋଜନାରେ ଆୟୋଜିତ  ଏହି ସଭାରେ ସମ୍ପାଦକ ଦିବାକର ସାହୁ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେଇଥିଲେ ସଭାର ପ୍ରାରମ୍ଭରେ  ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାଧ୍ୟାପକ  ରବୀନ୍ଦ୍ର ନାଥ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇ ସ୍ବ ରଚିତ ଆବାହନୀ ସଙ୍ଗୀତ ପରିବେଷଣ କରିବା ପରେ କବୟତ୍ରୀ ପ୍ରତିମା ପ୍ରଧାନ ଲକ୍ଷ୍ମୀପୁରାଣ ପାଠ କରିଥିଲେ ସଭାରେ ଆରିକମା ସରକାରୀ ହୋମିଓପାଥି ଚିକିତ୍ସାଳୟର ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର  ମୁଖ୍ୟଅତିଥି,ସାହିତ୍ୟିକ ଘୋର ଚରଣ ସାମନ୍ତସିଂହାର, ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଶ୍ରୀମଦଦ୍ଧ୍ବାଗବତ ଗୀତାରେ ବଣ୍ଣିର୍ତ ମାର୍ଗଶୀର  ମାସର ଶ୍ରେଷ୍ଠତ୍ବର ବିଭିନ୍ନ ଅଧାର ସମ୍ପର୍କରେ ଆଲୋକପାତ କରିଥିଲେ ସମାଜସେବୀ ସୋମନାଥ ସାହୁ ,ବିମ୍ବାଧର ମହାରଣା,ନିରଞନ ମହାପାତ୍ର,ପ୍ରସନ୍ନ ବାରିକ,ପୂର୍ଣ୍ଣ ଚନ୍ଦ୍ର ପଣ୍ତା,ବଳଭଦ୍ର ସାହୁ,କବି ଗଙ୍ଗାଧର ଓଝା,କବୟତ୍ରୀ ବାସନ୍ତୀ ପଣ୍ତା,ଶୈଳବାଳା ସାହୁ ପ୍ରଭାକର ସୁବୁଦ୍ଧି,ଶିକ୍ଷକ ବ୍ରଜବନ୍ଧୁ ପଣ୍ତା,ହରିବନ୍ଧୁ ପଣ୍ତା,ଜମ୍ପ୍ରେଶ୍ବର ମଙ୍ଗରାଜ, ପ୍ରଦୀପ କୁମାର ବଳିୟାରସିଂହ ପ୍ରମୁଖ କବିତାପାଠ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଶେଷରେ ଗାୟକ ହରିହର ମହାପାତ୍ର ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିବା ବେଳେ  ସମାଜସେବୀ ଉଦ୍ୟନାଥ ମହାପାତ୍ର ଧନ୍ୟବାଦ ଦେଇଥିଲେ
  ବେଗୁନିଆରୁ ଯୋଗେଶ୍ବର ପଣ୍ତା

ads

Blog Archive

Popular Posts