ads

Breaking News

ସାହିତ୍ୟ ଘରର ମାସିକ ବୈଠକ ୩୦ ରେ


ବେଗୁନିଆ–––– ଚଳିତ ମାସ ୩୦ ତାରିଖ (ଶନିବାର)  ଅପରାହ୍ନ  ଘଟିକା ସମୟରେ ବେଗୁନିଆ ଥାନା ଅନ୍ତର୍ଗତ ଏକଡାଳିଆ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ବରଙ୍କ  ମନ୍ଦିର ପରିସରରେ  ସାହିତ୍ୟ ଘରର ମାସିକ ବୈଠକ ଅନୁଷ୍ଠିତ ହେବ  ‘’ମାସରେ ଶ୍ରେଷ୍ଠ ମାର୍ଗଶିର’’ ଶୀର୍ଷକ ଏହି କବିତାପାଠ ଆଲୋଚନା ଚକ୍ରରେ ଅଂଚଳର କବି,କବୟତ୍ରୀ,ସାହିତ୍ୟାନୁରାଗୀ,ବୁଦ୍ଧିଜୀବୀ,ସାହିତ୍ୟ ଘରର କର୍ମକର୍ତା ସଭ୍ୟସଭ୍ୟାମାନେ ଯୋଗ ଦେବା ପାଇଁ ଅନୁରୋଧ କରାଯାଇଛି ଏହାସହ  ଆଗାମୀ ଡିସେମ୍ବର ମାସ ଶେଷ ସପ୍ତାହରେ ଆୟୋଜିତ ବାଷିର୍କ ଉତ୍ସବରେ ଲୋକାପିର୍ତ ହେବାକୁଥିବା ସ୍ମରଣିକା ପାଇଁ  ଆବଶ୍ୟକୀୟ ଲେଖା ଗୁଡିକ ଚଳିତ ମାସ ୩୦ ତାରିଖ ସୁଧା ପୂର୍ବ ସୂଚିତ କର୍ମକର୍ତାଙ୍କ  ପାଖରେ ପହାାଇବା ପାଇଁ  ସଂପାଦକ ଦିବାକର ସାହୁ ଅନୁରୋଧ କରିଛନ୍ତି
ବେଗୁନିଆରୁ ଯୋଗେଶ୍ବର ପଣ୍ତା

ads

Blog Archive

Popular Posts