ads

Breaking News

ଅଙ୍ଗାଳୋରେ ସମିତି ସଭ୍ୟ ଉପ– ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ


ବରୀ –––  ବରୀ ବ୍ଲକ ଅଧିନ ଅଙ୍ଗାଳୋ ଗ୍ରାମ ପାୟତର ସମିତି ସଭ୍ୟ ଉପନିବାର୍ଚନ ବୁଧବାର ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ୧୪ ଟି ୱାର୍ଡକୁ ନେଇ ଏହି ପାୟତ ଗଠିତ ହୋଇଥିଲାବେଳେ ୧୪ ଟି ବୁଥରେ ଭୋଟ ଗ୍ରହଣ କେନ୍ଦ୍ର ଖୋଲା ଯାଇଥିଲା ହଜାର ୯୯୩ ଜଣ ଭୋଟର ମତ ସାବ୍ୟସ୍ତ କରିବାକୁ ଥିଲାବେଳ ଏଥିରୁ ୬୦% ମତ ସାବ୍ୟସ୍ତ ହୋଇଥିବା ଜଣାପଡିଛି ଆସନ୍ତା କାଲି ଗୁରୁବାର ବରି ପାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି ଅନୁଷ୍ଠିତ ହେବ ଏନେଇ ପ୍ରଶାସନ ପକ୍ଷରୁ ଭୋଟ ବାକ୍ସ ଗୁଡିକଷ୍ଟ୍ରଙ୍ଗ ରୁମରେ ରଖାଯାଇଛି ପୋଲିସ ପ୍ରଶାସନ ଏହାକୁ କଡା ସୁରକ୍ଷା ବଳୟ ଭିତରେ ଜଗି ରହଛନ୍ତି ି ବିଜେଡ ସମଥିର୍ତ ମମତା ସାମଲ ଭାଜପା ସମଥିର୍ତ ପ୍ରଫୁଲ ସାମଲଙ୍କ ଭିତରେ ପ୍ରତିଦ୍ବନ୍ଦିତା ହୋଇଥିବା ଜଣାପଡିଛି ଆସନ୍ତା କାଲି ଫଳ ପ୍ରକାଶ ପାଇଲେ ଅଙ୍ଗାଳୋ ସମିତି ସଭ୍ୟ ଆସନ କିଏ ଅଳଙ୍କୁତ କରିବ ସ୍ପଷ୍ଟ ହେବ ବୋଲି ମତ ପ୍ରକାଶ ପାଇଛି
ବରୀରୁଦର୍ଶନ ବେହେରାଙ୍କ ରିପୋର୍ଟ


ads

Blog Archive

Popular Posts