ads

Breaking News

କନ୍ଧମାଳ ର ପୌର ପରିଷଦରେ ସଚେତନତା ଶିବିର


 କନ୍ଧମାଳ----   କନ୍ଧମାଳ ର ପୌର ପରିଷଦରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ବୈଠକରେ କନ୍ଧମାଳ ର ଏନଏସିଏବଂ ପୌରପରିସଦର ରେ ଥିବା ସମସ୍ତ ଜନ ସେବା କେନ୍ଦ୍ର ର ପରିଚାଳକ ମାନେ ଯୋଗ ଦେଇ ଥିଲେ  । କେନ୍ଦ୍ର ସରକାର ଓ ରାଜ୍ୟ ସରକାର   ଙ୍କ ଦ୍ଵାରା ଏହି ଜନ ସେବା କେନ୍ଦ୍ର  ରେ ଇଣ୍ଟରନେଟ ମାଧ୍ୟମରେ  କିପରି ସହଜରେ ଜନସାଧାରଣ ଙ୍କୁ ଘର ଟ୍ୟାକ୍ସ ଏବଂ ଜନ୍ମ ଆଉ ମୁର୍ତ୍ତୃ ପ୍ରମାଣ ପତ୍ର ସହିତ  କିପରି ମାଗଣା ଡ଼କ୍ଟର ସହ ପରାମର୍ଶ ଉଚ୍ଚ ନ୍ୟାୟଲୟ ର ଓକିଲ ମାନଙ୍କ ସହ ଅଳ୍ପ ଅର୍ଥ ରେ ପରାମର୍ଶ କରି ପାରିବେ ସେ ସମ୍ପର୍କରେ ଜନସେବା କେନ୍ଦ୍ରର ଜିଲ୍ଲା ପରିଚାଳିକା  ବିନାୟକ ସାବତ ଏବଂ ପ୍ରଭୁଦେବ ପiଢି.ଏବଂ ଫୁଲବାଣୀ ପୌର ପରିସଦର ଲିନା ଦାସ ଏହି ବିଷୟରେ ସମସ୍ତ ଜନସେବା ର ପରିଚାଳିକ ମାନଙ୍କୁ ସେବା ବିଷୟରେ ବୁଝିଇଥିଲେ ।
 କନ୍ଧମାଳରୁ ମନୋଜ କୁମାର ପଣ୍ଡା

ads

Blog Archive