ads

Breaking News

ପ୍ରେମରେ ବିଫଳ ହୋଇ ଯୁବତୀର ଆତ୍ମହତ୍ୟା



ବେଗୁନିଆ––––– ପ୍ରେମରେ ବିଫଳ ହୋଇ ଜନୈକା ଯୁବତୀ ନିଜ ଘରଭିତରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ସବଇନିସପେକ୍ଟର ବିଜୟ କୁମାର ମଲ୍ଲିକ ସୂଚନା ମୁତାବକ ଗୋଲାପାଟଣା ଗ୍ରାମର ଟିକିନା ବେହେରା(୨୧)   ପ୍ରେମ କରି ବିଫଳ ହେବା ପରେ ନିଜର ମାନସିକ ଭାରସାମ୍ୟ ହରାଇବା ପରେ   ଆତ୍ମହତ୍ୟା କରିଥିବାର ଜଣା ପଡିଛି ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହି ମାମଲା ରୁଜୁ କରିବା ସହ ଶବକୁ ବ୍ୟବଚ୍ଛେଦ୍ଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କର ିଥିବା ଜଣାପଡିଛି  
ବେଗୁନିଆରୁ ଯୋଗେଶ୍ବର ପଣ୍ତା

ads

Blog Archive

Popular Posts