ads

Breaking News

ବରଗଡ ଜିଲ୍ଲା ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ବିଶ୍ୱକର୍ମା ପୂଜା ଅନୁଷ୍ଠିତ


ବରଗଡ଼ --- ବରଗଡ ଜିଲ୍ଲା ଓଡ଼ିଶା ମୋଟର ଚାଳକ ସଂଘ ଥୁଆପାଲି ଶାଖା ପକ୍ଷରୁ ଥୁଆପାଲି ଟେକ୍ସି ଷ୍ଟେଣ୍ଡ ଠାରେ ମହାସମାରୋହରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ଥୁଆପାଲି ଶାଖା ର ସଭାପତି ପିଣ୍ଟୁ ପାଢ଼ୀ ଓ ପଣ୍ଡିତ ରୁଦ୍ର ଦାଶ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ରଙ୍ଗୀନ ଆଲୋକ ମାଳା ସାଜସଜ୍ଜା ଲୋକମାନଙ୍କୁ ବିଶେଷ ଆକ୍ରୁଷ୍ଟ କରିଥିଲା। ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା। ଏଥିରେ ସେକ୍ରେଟାରୀ ଅଜିତ ବେଗ,ଚକା ବାଗ, ଘନଶ୍ଯାମ ଖୁଣ୍ଟୁଲି, ପପୁ ନାଗ, ରାମ ପଧାନ, ସୂର୍ଯ୍ୟ ସାହୁ, ଆକାଶ ସାହୁ, ପୂର୍ଣ୍ଣ ଭୂଏ,ଧନସିଂହ ଜୁଆଡି, ନରେନ୍ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୮/୯/୨୦୨୩----୮,୫୫ Sakhigopal News,18/9/2023

ads

Blog Archive

Popular Posts