ads

Breaking News

ଦୁଇହଜାର ଲିଟର ବିଦେଶୀ ମଦ ଜବତ, ଦୁଇ ବେପାରୀ ଗିରଫ




ପୁରୀ --- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବ୍ଲକ ଛକ ନିକଟରୁ ଏକ ପିକଅପ୍ ଭ୍ୟାନ ସହ 1993.80 ଲିଟର beer ଜବତ କରିଛି । ସନ୍ତୋଷ କୁମାର ସ୍ଵାଇଁ ଏବଂ ଲକ୍ଷ୍ମୀକାନ୍ତ ସାହୁ ଙ୍କୁ ଗିରଫ କରାଯାଇଛି ।ଆସାମୀଙ୍କୁ ନିମାପଡ଼ା ଅବକାରୀ ଥାନା କେସ ନଂ -93/23-24 ରେ କୋର୍ଟ ଚାଲାଣ କରାଯାଇଥିଲା ।ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ କାରାଗାର ପଠାଯାଇଛି । ଏହି ଚଢ଼ାଉରେ ASI ଶ୍ରୀ ଜିତେନ୍ଦ୍ର ବେହେରା, Staff-ସ୍ଵାଗତିକା ଘଡେଇ,ତପନ ପ୍ରଧାନ, ସଂଜିପ ହସ୍ତୀ, ଆଲୋକ ଦାସ ପ୍ରମୁଖ ସାମିଲ ଥିଲେ। ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୯/୧୦୨୩---୮,୪୫ Sakhigopal News

ads

Blog Archive

Popular Posts