ads

Breaking News

 ପୁରୀ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ନିବେଦନ କଲେ; ହୃଷୀକେଶ
 ଡେଲାଙ୍ଗ: ଆଜି ବିଶ୍ବ ପର୍ଯ୍ଯଟନ ଦିବସ ପାଳନ ଅବସରରେ ପର୍ଯ୍ୟଟନ ପୀଠଗୁଡିକର ସ୍ବଚ୍ଛତା ବଜାୟ ରଖିବା ସହ ପୁରୀ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ ରଖିବାକୁ ଆହ୍ଵାନ ଦେଲେ  ସବୁଜ ଡେଲାଙ୍ଗ ଟ୍ରଷ୍ଟ ଋ ଆବାହକ,  ପ୍ରକୃତିପ୍ରେମୀ ଓ ଆଇନଜୀବୀ ହୃଷୀକେଶ ପାଢୀ ।ଏକକ ବ୍ୟବହୃତ ପ୍ଲାଷ୍ଟିକ ମାଟିରେ ମିଶୁ ନଥିବାରୁ ଏବଂ ପରିବେଶ ପ୍ରତି ଘୋର ବିପଦ ସୃଷ୍ଟି କରୁଥିବାରୁ ଶ୍ରୀ  ପାଢୀ କ୍ଷୋଭ ପ୍ରକାଶ କରିବା ସହ ଏହାର ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଜନସାଧାରଣଙ୍କୁ ସଚେତନ ସେବାପାଇଁ ନିବେଦନ କରିଥିଲେ ।ପର୍ଯ୍ୟଟନ କ୍ଷେତ୍ରରେ ପୁରୀ ବେଳାଭୂମି ଏକ ସ୍ବତନ୍ତ୍ର ସ୍ଥାନ ବହନ କରୁଥିବାରୁ ଏହାର ସ୍ଡଛତା ରକ୍ଷା ସହ ଏହାକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୮/୯/୨୦୨୩----୬,୧୦ Sakhigopal News,28/9/2023

ads

Blog Archive

Popular Posts