ads

Breaking News

ନୂଆଗାଁ ବ୍ଲକର ଦୁରୁଦୁରା ଗ୍ରାମରେ ଗଣେଶ ପୂଜାରେ ଯୋଗଦେଲେ ସମାଜ ସେବୀ ଶ୍ରୀହରୀ ନାୟକ


ନୟାଗଡ  ---- 
ନୟାଗଡ ଜିଲ୍ଲାର ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗ୍ରାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିଲା।ଶେଷ ଦିବସରେଗଣେଶ ପୂଜାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ନିର୍ବାଚନ  ମଣ୍ଡଳୀ ର ସମାଜ ସେବୀ ଶ୍ରୀହରି ନାୟକ ଯୋଗ ଦେଇଥିଲେ। ସଭାରେ ବହୁ ବୁଦ୍ଧି ଯିବି ଯୋଗ ଦେଇଥିଲେ ।ଏହି ସଭାରେରେ ଶ୍ରୀ ନାୟକ କହିଛନ୍ତି ଗରିବ ଲୋକ ମାନଙ୍କୁ ସାହାଯ୍ୟ କରୁଛି କରିବି ।ଯଦି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ସମୁହଙ୍କ ଆଶ୍ରିବାଦ ମିଳିବ ତାହାଲେ ସେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ହୋଇ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ସେବା କରିବେ ଓ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତ ମୁଠା କିପରି ଟାଣ ହେବ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେଥିପାଇଁ ସେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।

ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧/୧୦/୨୦୨୩----୫,୪୫ Sakhigopal News ----1/10/2023

ads

Blog Archive

Popular Posts