ads

Breaking News

ଛାତ୍ର କଂଗ୍ରେସ ତରଫରୁ ଯାଜପୁର ଜିଲ୍ଲା ରେ କମ୍ପନ ସମାବେଶ



  ଯାଜପୁର ---ଯାଜପୁର ଜିଲ୍ଲା ଆଜି ଯାଜପୁର ଜିଲ୍ଲା ଗ୍ରସ୍ତ ରେ ଆସିଥିଲେ ରାଜ୍ୟଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ,  ରାଜ୍ୟଛାତ୍ର କଂଗ୍ରେସ ପ୍ରଭାରୀ ରୋଶନଲାଲ ବିଟୁ, ଯୁବନେତା ନିହାର ବେହେରା, ସ୍ବାଗତଂକର ଖୋର୍ଦ୍ଧାଜିଲା ଛାତ୍ର ସଭାପତି, ଯାଜପୁର ରାମମଦିର ପାଖରୁ ବିଶାଳ ବାଇକ ରାଲି ଯୋଗେ ଛାତ୍ର ଏବଂ ଯୁବକଂଗ୍ରେସ ପାଛୋଟି ଆଣିଥିଲେ । ସଂସ୍କୃତିଭବନ ପରିସରରେ ଅନୁଷ୍ଠିତ ହେଇଥିଲା କମ୍ପନ ସମାବେଶ ଏହି ସମାବେଶ ରେ ଯାଜପୁର ଜିଲ୍ଲାସଭାପତି ମନୋଜ ରାଓତ, କାର୍ଯ୍ୟକାରି ସଭାପତି ବିଷ୍ଣୁରାଉତ, ବଳଭଦ୍ର ଦାସ, ରାଜ୍ୟ ମହିଳା କାର୍ଯ୍ୟକାରି ସଭାପତି ବନ୍ଦିତା ପରିଡା, ଯାଜପୁର ନେତା ସନ୍ତୋଷନନ୍ଦ, ବରୀ ଯୁବନେତା ଉମେଶଯେନା, ରାହାସବିହାରୀଦାସ , ପଦ୍ମାକର ଗୁରୁ  ପୂର୍ବଛାତ୍ର ସଭାପତି ଚନ୍ଦ୍ରଶେଖର ସାହୁ ଦଶରଥପୁର ଛାତ୍ରନେତା ଧନଞ୍ଜୟ ଦୀକ୍ଷିତ, ଯାଜପୁର ବ୍ଲକ ଛାତ୍ରନେତା ଚିନୁଘଡେଇ, ରାଜୁଦାସ ଏବଂ ଜିଲ୍ଲା ର କୋଣ ଅନୁକୋଣ ଆସିଥିବା ଛାତ୍ର ଏବଂ ଯୁବ, ମହିଳା କଂଗ୍ରେସ ଛାତ୍ରସମାଜର ସ୍ୱାର୍ଥ ସ୍ୱାଭିମାନ ଏବଂ ଅଧିକାର ପାଇଁ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ଦେଇଥିଲେ ।-ଯାଜପୁରରୁ ଶିବ କେତନ ମହାନ୍ତି , ୧୧/୨/୨୦୨୧---୧୦,୫୫

ads

Blog Archive

Popular Posts