ads

Breaking News

କୁରାଳ ବେଙ୍ଗେଇ ସାହିର ଏହି ଦମ୍ପତି ମାସ୍କ ବଣ୍ଟନ କଲେ


ଓଡ଼ଗାଁ ----  ମାତୃଭୂମି_କୁରାଳ" ଗ୍ରୁପର ସକ୍ରିୟ ଅଗ୍ରଣୀ ଭୂମିକା ନିର୍ବାହ କରୁଥିବ ତଥା ସବୁ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇ ଆସୁଥିବା କୁରାଳ ବେଙ୍ଗେଇ ସାହିର ଏହି ସାହୁ ଦମ୍ପତିଏବେ ଚର୍ଚ୍ଚାରେ ।
ଶ୍ରୀ ବିରଞ୍ଚି ସାହୁ ଏବଂ ତାଙ୍କର ସହଧର୍ମୀଣୀ ରଶ୍ମିତା ସାହୁ କରୋନା ସଂକ୍ରମଣର ଏହି ଦୁର୍ଦ୍ଦିନରେ କୁରାଳ ତଥା ରାସ୍ତା ଘାଟରେ ଯାଉଥିବା କିଛି ପଥିକଙ୍କୁ  ମାସ୍କ ଏବଂ ରୁମାଲ ବଣ୍ଟନ କରିବା ସଙ୍ଗେ ସଙ୍ଗେ ମାଗଣାରେ ୧୨୦ ରୁ ଅଧିକ ନୋଜ ମାସ୍କ ତିଆରି କରି ମାତୃଭୂମି କୁରାଳ ଗ୍ରୁପକୁ ଜନସାଧାରଣରେ ବାଣ୍ଟିବା ପାଇଁ ହସ୍ତାନ୍ତର କରିଛନ୍ତି । ମାତୃଭୂମି କୁରାଳ ଗ୍ରୁପକୁ ନିସ୍ୱାର୍ଥ ଶ୍ରମ ସହଯୋଗ କରିଥିବାରୁ ଗ୍ରୁପର ସମସ୍ତ ସଭ୍ୟ ଉଭୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
 ଓଡ଼ଗାଁ ରୁ ରାଜୀବ ଲୋଚନ ବରାଡ

ads

Blog Archive

Popular Posts