ads

Breaking News

ଗୁଆଳିପଡା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ରରେ ସ୍ୱଚ୍ଛ ଭାରତ ଓ ବୃକ୍ଷ ରୋପଣ


 ଡେଲାଙ୍ଗ -----ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ଗୁଆଳିପଡା ପଞ୍ଚାୟତରେ ଥିବା ଗୁଆଳିପଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ଥାନୀୟ ସରପଞ୍ଚ କାଳନ୍ଦି ଜେନା ଗୁଆଳିପଡାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱଚ୍ଛ ଭାରତ ଯୋଜନାରେ ଏକ ମାସ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ୱତନ୍ତ୍ର କୋଠରୀ ନିର୍ମାଣ କରାଯିବ ବୋଲି କହିଛନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ କେ. ଜଦୁମଣୀ ରାଓଙ୍କ ସହିତ ସାମାଜିକ କର୍ମୀ ସଞ୍ଜୟ ସ୍ୱାଇଁ, ବିଦ୍ୟାଧର ମୁଦୁଲି, ରିତୁ ଜେନା, ସୁରଥ ଭୋଇ ପ୍ରମୁଖଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରାଯାଇଛି । ଅଗାମୀ ଦିନରେ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ସବୁଜ ଉଦ୍ୟାନରେ ପରିଣତି କରାଯିବ ବୋଲି ସରପଞ୍ଚ ଶ୍ରୀ ଜେନା କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts