ads

Breaking News

ବିଭିନ୍ନ ଶୈବପୀଠରେ ଜାଗର ଯାତ୍ରା

କୁଜଙ୍ଗ---- ତିର୍ତ୍ତୋଲ ଅଞ୍ଚଳ ପ୍ରମୁଖ ଶେବପୀଠ ପିପ୍ପଳମାଧବ ସ୍ଥିତ ଧର୍ମେଶ୍ୱର ମନ୍ଦିର, ନାତିଜଙ୍ଗ ସ୍ଥିତ ଦିଗବାରୁଣୀ ପୀଠ, ମଣିଜଙ୍ଗା ସ୍ଥିତ ବାଲା ଜଟିଆ ପୀଠ, ବିବଚ୍ଛପୁର ଗ୍ରାମସ୍ଥିତ ସ୍ୱେପ୍ନେଶ୍ୱର ମନ୍ଦିର, ନେତକୁଣ୍ଡ ସ୍ଥିତ ଧବଳେଶ୍ୱର ପୀଠ, ବିରିତୋଳ ସ୍ଥିତ କନକେଶ୍ୱର, ଜଜାଙ୍ଗ ଗ୍ରାମ ସ୍ଥିତ ଗ୍ରାମେଶ୍ୱର ପ୍ରଭୃତି ପୀଠରେ ଜାଗର ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଜାଗର ଉପଲକ୍ଷେ ଏହିସବୁ ଶୈବପୀଠରେ ନାମ ସଂକିର୍ତ୍ତନ ସହ ବିବିଧ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ତିର୍ତ୍ତୋଲ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts