ads

Breaking News

ପୂର୍ବତନ ସରପଞ୍ଚଙ୍କ ସ୍ମୃତି ଚାରଣ ସଭା

ବେଗୁନିଆତା---ବେଗୁନିଆ ବ୍ଲକ ଅନ୍ତର୍ଗତ ଶଗଡଭଙ୍ଗା ପଞ୍ଚାୟତର ପୂର୍ବତନ ତଥା  ପ୍ରଥମ ସରପଞ୍ଚ ଶେଷଦେବ ମହାପାତ୍ରଙ୍କ ଦ୍ୱାଦଶାହ ଅବସରରେ ନିଜ ବାସଭବନ ଗୋଡିକିଲୋ ଗ୍ରାମରେ ଏକ ସର୍ବଦଳୀୟ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସ୍ଥାନୀୟ ଅଞ୍ଚଳର ବହୁବୁଦ୍ଧିଜୀବୀ ,ଜନପ୍ରତିନିଧି,ଶୁଭେଚ୍ଛୁ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ଅମର ଆତ୍ମାର ସ୍ମୃତିଚାରଣ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।
 ବେଗୁୁନିଆରୁ ଯୋଗେଶ୍ୱର ପଣ୍ଡା

ads

Blog Archive