ads

Breaking News

ଗୋପ କଲେଜରେ + ୩ଛାତ୍ରୀ ଙ୍କୁ ଇତିହାସ ଅଧ୍ୟାପକ ଙ୍କ ଅସଦାଚରଣ ଅଭିଯୋଗ


ପୁରୀ----- ଗୋପ କଲେଜ ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ +୩ର ୨ୟ ବର୍ଷ ର ଛାତ୍ରୀ ଙ୍କୁ କଲେଜ ର  ଇତିହାସ ଅଧ୍ୟାପକ ଶୈଳେନ୍ଦ୍ର ରଥ ଅସଦାଚରଣ କରିଥିବା ଅଭିଯୋଗ  ରେ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ କଲେଜ କାର୍ଯ୍ୟଳୟ ରେ ତାଲା ପକାଇଛନ୍ତି।  ଏପରିକି କଲେଜ ଫାଟକ ରେ ତାଲା ପକାଇ ବିକ୍ଷୋଭ କରୁଛନ୍ତି ଛାତ୍ର ଛାତ୍ରୀ।  ସଂପୃକ୍ତ ଅଧ୍ୟାପକ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଏ ନେଇ ଛାତ୍ରୀ  ଜଣକ ପ୍ରିନ୍ସିପାଲ ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏହି ଛାତ୍ରୀ ଜଣ ଙ୍କୁ କିଛି ଦିନ ହେଲା ସଂପୃକ୍ତ ଅଧ୍ୟାପକ ଅସଦାଚରଣ କରିଥିବା ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି। ହେଲେ ଏହି ଅଭିଯୋଗ କୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଅଧ୍ୟାପକ। କହିଛନ୍ତି ସରକାରଙ୍କ ନିୟମ ଅନୁଯାୟୀ  ୭୫% ରଖିବାପାଇଁ କ୍ଲାସ କରିବାପାଇଁ ଡାକିବାରୁ ସେଏପରି ଅଭିଯୋଗ କରିଛନ୍ତି। 
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts