ads

Breaking News

ସାନ ପାଟଣା ମୁହାଣ ନିକଟରେ ବିଶାଳ ମୃତ ତିମି ମାଛ


ପୁରୀ-  ପୁରୀ ଜିଲା କୃଷ୍ଣ ପ୍ରସାଦ ବ୍ଲକ ସାନ ପାଟଣା ମୁହାଣ ନିକଟରେ ଆଜି ଏକ ବିଶାଳ ମୃତ ତିମି ମାଛ ଲାଗିଛି। ଏହି ତିମି ମାଛ ଟି ସକାଳୁ ଲାଗିଥିବା ଜଣାପଡିଛି। ତେବେ ବିଶାଳ ତିମି ମାଛ ଟି 30 ଫୁଟ ଲମ୍ବ ରହିଛି। ତେବେ କେଉଁ କାରଣ ରୁ ତିମି ମାଛ ଟି ର ମୃତ୍ୟ ହୋଇ ଥିବା ଜଣାପଡି ନଥିବା ବେଳେ ଏହାକୁ ଦେଖିବାକୁ ଭିଡ଼ ହେଉଛି। ଅନ୍ୟପଟେ ବିଶାଳ ମୃତ ତିମି ମାଛ ଟି କୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଯୁବକ ମାନେ ମୃତ ତିମି ମାଛ ପାଖରେ ଠିଆହୋଇ ସେଲଫି ନେଉଥିବା ଦେଖାଯାଇଥିଲା ।
ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts