ଝୁଲନ୍ତା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀର ଗଳିତ ଶବ ଉଦ୍ଧାର
ନିମାପଡା---- ପୁରୀ ଜିଲ୍ଲା ନିମାପଡା ଥାନା ରଞ୍ଚ ଗ୍ରାମରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ ଗଳିତ ଶବ ପୋଲିସ ଉଦ୍ଧାର କରିଛି । ଘରେ କେହି ନଥିବାରୁ ଏହି ଘଟଣା ଘଟିଛି । ଦଶଦିନ ପରେ ବାପା ମା ଘରକୁ ଫେରି କବାଟ ଖୋଲିବା ପରେ ଏହି ଦୃଶ୍ୟ ଦେଖି ସେମାନେ ସ୍ତବଧ୍ଧ ହୋଇଯାଇଥିଲେ । ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପରିବାର ପକ୍ଷରୁ ଏହା ଆତ୍ମହତ୍ୟା ନୁହେଁ ଏହା ସୁକଳ୍ପିତ ହତ୍ୟକାଣ୍ଡ ବୋଲି ଅଭିଯୋଗ ହୋଇଛି । ନିମାପଡା ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଧୀରେନ୍ଦ୍ର ସେନାପତି
ଧୀରେନ୍ଦ୍ର ସେନାପତି


