ads

Breaking News

ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ମୋବାଇଲ ଆପ



ନୟାଗଡ଼:କୃଷକମାନେ ହିଁ ଦେଶର ମେରୁଦଣ୍ଡ।ଦେଶ ଗଠନ ତଥା ଦେଶର ବିକାଶରେ ଏମାନଙ୍କ ଭୂମିକା ଅତୁଳନୀୟ। କୃଷିର ଉନ୍ନତିରେ ଦେଶର ପ୍ରଗତି।ଏହାକୁ ଅନୁଧ୍ୟାନ କରି ଓଡ଼ିଶାର କୃଷକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଆପ୍ଲିକେସନ (ଆପ) ପ୍ରସ୍ତୁତ କରାଯାଇଛି।ଏହି ଆପର ନା ପିଏମ କିଷାନ। ଏହି ସ୍ୱତନ୍ତ୍ର ଆପ ସାହାଯ୍ୟରେ ଚାଷୀ ରୋଗପୋକ ନିୟନ୍ତ୍ରଣ, ଉନ୍ନତ ଚାଷ ପ୍ରଣାଳୀ,ଉନ୍ନତ କୃଷି ଯନ୍ତ୍ରପାତି ସମେତ ଚାଷ ସମ୍ବନ୍ଧରେ ସମସ୍ତ ସୂଚନା ପାଇପାରିବେ।
 ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

ads

Blog Archive

Popular Posts