ସେକ୍ସ ରାକେଟ ଅଭିଯୋଗରେ ୪ଜଣ ଅଟକ
ପୁରୀ- ପୁରୀ ବଳଗଣ୍ଡି ଛକ ନିକଟରେ ଏକ ଲଜ ରେ ସେକ୍ସ ରାକେଟ ଅଭିଯୋଗ ନେଇ ପୋଲିସ ର ଚଢ଼ାଉ। 2 ଯୁବତୀ ଙ୍କୁ ଉଦ୍ଧାର ସମେତ ଜଣେ ଯୁବକ ଓ ଲଜ ର କେୟାର ଟେକ ର କୁ ମିଶାଇ ମୋ ଟ 4 ଜଣଙ୍କୁ ପୋଲିସ ଅଟକ ରଖିଛି। ପୋଲିସ ର ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଉକ୍ତ ଲଜ ରେ ସେକ୍ସ ରାକେଟ ଚାଲୁଥିବା ନେଇ ପୋଲିସ ପାଖରେ ଖବର ଥିଲା। ତେବେ ଲଜ ରେ ଅନୈତିକ କାର୍ଯ୍ୟ ଚାଲୁ ଥିବା ନେଇ କୁମ୍ଭାର ପଡା ପୋଲିସ କୁ ଖବର ଆସିଥିଲା। ପରେ ପୋଲିସ ଟିମ ଉକ୍ତ ଲଜ ରେ ଚଢ଼ାଉ କରାଯାଇ 2 ଯୁବତୀ ଙ୍କ ସମେତ 4 ଜଣ ଙ୍କୁ ପୋଲିସ ଧରିବାରେ ସକ୍ଷମ ହୋଇଛି।
ପୁରୀ ରୁ ଜୟନ୍ତ କୁମାର ସେଠୀ , ୯/୨/୨୦୨୧-----୧,୨୫



