ads

Breaking News

ମୁଣ୍ଡ ବିହୀନ ମୃତଦେହ ଘଟଣା ; ଚିହ୍ନଟ ପାଇଁ ପୋଷ୍ଟର ଲଗାଇଲା ପୋଲିସ


ଭୁବନେଶ୍ୱର---: ଚନ୍ଦକା ଦାସପୁର ରାସ୍ତା କଡରୁ ମହିଳାଙ୍କ କଟାମୁଣ୍ଡ ମିଳିବା ଘଟଣା । ଅଧିକ ତଦନ୍ତ ଓ ସୁରାକ ପାଇଁ ମହିଳାଙ୍କ ମୃତ ଦେହକୁ ଆଉ ଥରେ ବ୍ୟବଛେଦ କରାଯାଇଛି। ରି ପୋଷ୍ଟମର୍ଟ ମ ପାଇଁ aim s ପଠାଯାଇଛି। ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ରେ କରାଯାଇଥିଲା ପୋଷ୍ଟମର୍ଟମ। ପ୍ରାଥମିକ ରିପୋର୍ଟ ରେ ମହିଳାଙ୍କୁ ଶ୍ବାସରୁଦ୍ଧ କରାଯିବାପରେ ତଣ୍ଟି କଟାଯାଇଥିବା ଉଲେଖ ହୋଇଥିବା ସୁଚନା ମିଳିଛି । ହାତ କିମ୍ବା ରସିରେ ତଣ୍ଟି ଚିପାଯାଇଥିବା ଅନୁମାନ କରାଯାଉଛି। ସେପଟେ ଆଜି ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ମୃତକଙ୍କ ପୋଷ୍ଟର ଲଗାଇଛି ପୋଲିସ। ଭୁବନେଶ୍ୱର ରେଲୱେ ଷ୍ଟେସନ , ଏୟାର ପୋର୍ଟ,ବସ ସହ ବିଭିନ ବସ୍ତିରେ ପୋଷ୍ଟର ଲଗାଇଛି ପୋଲିସ । ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୬/୨/୨୦୨୧---୫,୩୦

ads

Blog Archive