ଶାନ୍ତି ପୂର୍ଣ ଭାବେ ସରିଲା ଚକା ବନ୍ଦ ଆନ୍ଦୋଳନ
ଭୁବନେଶ୍ୱର---- ରାଜ୍ୟ ର ବିଭିନ୍ନ ସ୍ଥାନରେ ଚାଷୀଙ୍କ ତିନି ଘଣ୍ଟିଆ ଚକା ଜାମ ଆରମ୍ଭ ହୋଇଛି। ଭୁବନେଶ୍ୱର ରେ ନବ ନିର୍ମାଣ କୃଷକ ସଙ୍ଗଠନ।, କିଷାନ ମଜଦୂର ମହାସଂଘ , ସଂଯୁକ୍ତ ମଜଦୂର ମୋର୍ଚା, ଭାରତ କିଷାନ ମଜଦୂର union , ଏ ଆଇ ଟି ୟୁସି ଓ ଅନ୍ୟ ସଂଗଠନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚକା ଜାମ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ର ମାଷ୍ଟର କ୍ୟାଣ୍ଟିନ ରେ ଏ ଆଇ ଟି ୟୁ ସି ଓ ବି କେ ଏମ ୟୁ ର ଶତାଧିକ ଚାଷୀ ଓ ଶ୍ରମିକ ଏକାଠି ହୋଇ ରାସ୍ତାକୁ ଓଲ୍ହାଇ ଛନ୍ତି । ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନକୁ ସଫଳ କରିବାକୁ ସ୍ଲୋଗାନ ଦେଇଥିଲେ। ପରେ ପୋଲିସ ଆନ୍ଦୋଳନ କାରୀଙ୍କୁ ଗିରଫ କରିଥିବାର ଦେଖିବାକୁ ମିଳିଛି। ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି,୬/୨/୨୦୨୧----୫,୧୫



