ads

Breaking News

ଭାରତୀୟ ଆଜଦା ମଞ୍ଚ ପକ୍ଷରୁ ବିଦ୍ୟାଳୟ ସଫେଇ ଓ ବୃକ୍ଷ ରୋପଣ


 ଡେଲାଙ୍ଗ -----ରାଜ୍ୟରେ ମହାମାରୀ କରୋନା ଯୋଗୁ  ସବୁ ସ୍କୁଲ କଲେଜ ବନ୍ଦ ରହିଛି । ଯାହା ଫଳରେକି ବିଦ୍ୟାଳୟ ପରିସରଅଳିଆ ଅବର୍ଜନା ସହିତ ବିଭିନ୍ନ ଗଛଲତାରେ ଜଙ୍ଗଲ ସୃଷ୍ଟି ହୋଇ ଯାଇଛି । ଏବେ ରାଜ୍ୟ ସରକାର ୮ ମାସ ପରେ ବିଦ୍ୟାଳୟ ଖୋଲିବା ପାଇଁ ଆଲେଚନା ବିମର୍ଷ ଚାଲିଛି । ଏହାକୁ ନର୍ଜର କରି ଭାତୀୟ ଆଜନ ମଞ୍ଚସଦସ୍ୟ ମାନେ ତେଇଶିପୁର ଉଚ୍ଚ ବିଦ୍ୟାଳୟ ପରିସର ସଫେଇ କରିବା ସହ ବୃକ୍ଷ ରୋପଣ କରିଥିଲେ ଦେବୀ ପ୍ରସାଦ ଭଟ୍ଟ, ବିପିନି ପ୍ରଧାନ, ମନୋଜ ଜେନା, ବିଦ୍ୟାଧର ବେହେରା, ବିନୟ ପ୍ରଧାନଙ୍କ ସହିତ ପୁରୀ ଜିଲ୍ଲାର ଅନୁଷ୍ଠାନର ସଚ୍ଚିବରାଜ କିଶୋର ବେହେରା ପ୍ରମୁଖଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ କରାଯାଇଥିଲା । ଆଗାମୀ ଦିନରେ ଅନୁଷ୍ଠାନ ଓଡିଶାର କୋଣ ଅନୁକୋଣରେ ପହଞ୍ଚି ଲୋକମାନଙ୍କର ସାହାର୍ଯ୍ୟ ଓ ସହଯୋଗ କରାଯିବ ବୋଲି ନିସ୍ପତି ନିଆଯାଇଛି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ୨୩/୧୧/୨୦--୮,୧୨

ads

Blog Archive

Popular Posts