ads

Breaking News

ଭେଡେନ ନିଗମାନନ୍ଦ ଆଶ୍ରମରେ ଅଁଳା ନବମୀ



ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଆଜି ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଭେଡେନ ନିଗମାନନ୍ଦ ଆଶ୍ରମରେ ଅଁଳା ନବମୀ ପର୍ବ ପାଳନ କରାଯାଇଛି।  ଅନୁଷ୍ଠାନ ର ସଭାପତି ପ୍ରାଣବନ୍ଧୁ ମେହେରଙ୍କ ସଭାପତିତ୍ୱ ରେ ଅଁଳା ନବମୀ ପାଳିତ ହୋଇଯାଇଛି। ପ୍ରଥମେ ଅଁଳା ଗଛ ତଳେ ଆରତୀ ସହ ଷୋଡ଼ଶ ଉପଚାର ପୂଜା ପରେ ଭାବ ବିନିମୟ ସହିତ ଜୟଗୁରୁ ସଂକୀର୍ତ୍ତନ୍ୟ ଓ ଅଁଳା ଗଛ ତଳେ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।ଏହି ଅବସର ରେ ପୂଜକ ବୈଲୋଚନ ଦେବତା,ପଦ୍ମ ନାଭ ଦାଶ,ବେଣୁଧର ମେହେର, ନାଗୁରୁ ଭୋଇ,ସଂଜୀବ ମିଶ୍ର,ହିମାଂଶୁ ଶେଖର ରଥ ପ୍ରମୁଖ ଉପସ୍ଥିତ ରହିଥିଲେ।

ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍..... ୨୩/୧୧/୨୦୨୦ ୧୧,୫୦

ads

Blog Archive

Popular Posts