ads

Breaking News

ଧରାକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ରକ୍ତ ଦାନ ଶିବିର ଅନୁଷ୍ଠିତ





  ଧରାକୋଟ---- ସମ୍ବାଦ ଓ ଆମ ଓଡ଼ିଶା ଆନୁକୂଲ୍ୟରେ ଧରାକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ଧରାକୋଟ ଗୋଷ୍ଟି ସ୍ବାସ୍ଥ୍ୟ ଅଧିକାରୀ ବ୍ରଜ ରାଜ କର ଉଦ୍ଘାଟନ କରିଥିଲେ।ଏହି ଶିବିର ରେ ରକ୍ତ ଦାନ କରିବା ପାଇଁ ଇଚ୍ଛୁକ ଥିବା ଅନେକ ଲୋକଙ୍କ ସମାଗମ ଏବଂ ଅଂଶ ଗ୍ରହଣ ଦେଖିବାକୁ ମିଳିଛି। ଏହି ମହତ୍ କାର୍ଯ୍ୟକ୍ରମ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ୍  ଷ୍ଟାଫ ଙ୍କ ଦ୍ଵାରା ସୁଚାରୁରୂପେ ପରିଚାଳିତ ହେଉଅଛି।ଏଥିରେ 30 ରୁ ଉଦ୍ଧ ବ୍ୟକ୍ତି ରକ୍ତ ଦାନ କରିଥିବା ବେଳେ ସଂଗୃହିତ ରକ୍ତକୁ ରକ୍ତ ଭଣ୍ଡାରକୁ ପଠାଇବାର ବ୍ୟବସ୍ଥା  କରାଯାଇଛି।

ଧରାକୋଟ ରୁ  -କାଳୁ ଚରଣ ମହାପାତ୍ରଙ୍କ ରିପୋର୍ଟ ୨୧/୧୧/୨୦-----୯.୨୫

ads

Blog Archive

Popular Posts