ads

Breaking News

ମାଓ ବାଦୀ ନାରେ ଧମକ ଯଣେ ଗିରଫ


ବାଲିଗୁଡା ----- ଗତ କିଛି ଦିନ ହେବ କୋଟଗଡ ବ୍ଲକ ଅନ୍ତରଗତ ଧରାକୋଟ ଗ୍ରାମପଞ୍ଚାୟତର ଜିଆରଏସ କୁ ମୋବାଇଲ ରେ ଧମକ ଦେଇଥିଲେ ।  କୋଟଗଡ ଥାନାଅଧିକାରି ହାରୋମନି ନାୟକ କହିବା ଅନୁଯାଇ ଧରାକୋଟ ଗ୍ରାମପଞ୍ଚାୟତର ଜି ଆର ଏସ ଉତମ ଉଠାଣ ସିଂ ଙ୍କୁ ଗୁମ ପଦର ଗାଁ ଜୋଡାବାଲି  ଗ୍ରାମପଞ୍ଚାୟତର ହାରଣ ବିସି ମାଝି ଜଣେ ଯୁବକ ମୋବାଇଲ ରେ ମାଓବାଦି କହି ପଇସା ମାଗିବା ସହ ଯୀବନରେ ମାରିଦେବ ବୋଲି ଧମକ ଚମକ ଦେଉଥିଲା  ।  ଜିଆର ଏସ ଘର ଆଗରେ ଏକ ରଂଗ କନାରେ  କହିବା ଅନୁଯାଇ ସମସ୍ତ ପୁରଣ କର ନଚେତ ତତେ ଯିବନରେ ମାରି ଦେବି ବୋଲି ଏକ ରଙ୍ଗ କନାରେ ମାଓବାଦି ଲେଖି ମାରି ଥିଲା । ଏହା ପରେ ଜିଆର ଏସ ଉତମ ଉଠାଣ ସିଂ ଗତ ୨୪/୧୧ ରେ କୋଟଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ସେହି ଅଭିଯୋଗକୁ ଭିତି କରି କୋଟଗଡ ପୋଲିଷ ଅନୁସଦାନ ଆରମ୍ଭ କରି ଥିଲେ ।  ଗତ କାଲି ତାକୁ ଧରିବାରେ ସଫଳ ହୋଇଥିଲେ କୋଟଗଡ ପୋଲିସ । ଥାନା କେସ ନଂ ୮୪/୧୧ ମାମଲା ରୁଜୁ କରି କୋଟ କୁ ଚାଲାଣ କରାଯାଉଛି ବୋଲି ବାଲିଗୁଡା ଏସ ଡି ପିଓ ମାନସ ରଜନ ବାରିକ ସୂଚନା ଦେଇଛନ୍ତି । ବାଲିଗୁଡ଼ାରୁ ମନୋଜ କୁମାର ପଣ୍ଡା,୨୭/୧୧/୨୦୨୦---- ୮,୧୦

ads

Blog Archive

Popular Posts