ads

Breaking News

ମାରୁତି ସେନା ପକ୍ଷରୁ ଆଦିତ୍ୟ ଦାସଙ୍କ ସ୍ମୃତିରେ ବୃକ୍ଷ ରୋପଣ

ପୁରୀ ------ କୋର୍ଣାକରେ ମାରୁତି ସେନା ପକ୍ଷରୁ ସମାଜ ସେବି ଆଦିତ୍ୟ ଦାଶଙ୍କ ସ୍ମୃତି ଉଦ୍ଦ୍ୟେଶରେ ବୃକ୍ଷ ରୋପଣ କରାଯାଇଛି । ଏହା ସହିତ ତାଙ୍କର ମୃତ୍ୟୁର ସଠିକ ତଦନ୍ତ ଓ ଅମର ଆତ୍ମର ସଦଗତି ନିମନ୍ତେ ଦୁଇ ମିନଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମାରୁତି ସେନାର ରାଜ୍ୟ ସଭାପତି ପପୁ ଦଳବେହେରା, ଜିଲ୍ଲା ସଂଯୋଜକ ଅନିଲ ସ୍ୱାଇଁ, ସଂଯୋଜିକା ଇତିଶ୍ରୀ ମହାନ୍ତିଙ୍କ ସହିତ  ଶ୍ରୀକାନ୍ତ ସିଂ, ପ୍ରଦୀପ ଛାଟୋଇ, ଅଭୟ ମାଝୀ, ଗୋପିନାଥ ସ୍ୱାଇଁ,ବବିତା ମହାରଣା, ବିଜୟନୀ ସ୍ୱାଇଁ, ରୀନା ପରିଡା, ବଳଭଦ୍ର ଜେନା, ସରୋଜ ରାଉତ, ଦିଲିପ ରାଉତ, ସତ୍ୟଜିତି ବାରିକ, ରବୀନ୍ଦ୍ର ମଙ୍ଗରାଜ, ସନ୍ତୋଷ ପଣ୍ଡା, ଶ୍ରୀକାନ୍ତ ସାହୁ, ଲିନୁ ନାୟକ, ଦେବକୀ ମା, କାଳିଆ ବେହେରା, ଭାଗରଥି ନାୟକ, ଶିବାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।  ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts