ads

Breaking News

ପୁଣି ମଦ,ସଟ୍ଟା,ଜୁଆକୁ ନେଇ ଥାନା ଘେରିଲେ ଲୋକେ


 ବରଗଡ଼---କରୋନା ମହାମାରୀ ବରଗଡ଼ ଜିଲ୍ଲାରେ ହୁ ହୁ ହେଇ ବଢି ଚାଲିଛି।  ଏବେ ଅତାବିରା ଏନଏସି ଅଞ୍ଚଳରେ ପଜିଟିବ ଚିହ୍ନଟ ହେବା ପରେ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି । ଏନେଇ ପ୍ରଶାସନ ର ତତ୍ପରତା ବୃଦ୍ଧି ପାଇବା ସହ ଏନଏସି ଅଞ୍ଚଳରେ ଖୁଲେ ଆମ୍ ଅବାଧରେ ଚାଲୁଥିବା ମଦ ବିକ୍ରି,ସଟ୍ଟା,ଜୁଆ ଖେଳକୁ ବନ୍ଦ କରିବାକୁ ନେଇ ଅଞ୍ଚଳବାସୀ ଥାନା ଘେରାଉ କରି ପୋଲିସ ପ୍ରଶାସନର ଅବହେଳାକୁ ଦାୟୀ କରିଛନ୍ତି ।  ତୁରନ୍ତ  ପଦ କ୍ଷେପ ନେବା ପାଇଁ ଦାବୀ ସହ ଆଗାମୀ ଦିନରେ ଯଦି ପ୍ରଶାସନିକ ଅବହେଳା ତଥା କୌଣସି ଅପ୍ରୀତି କର ପରିସ୍ଥିତି ସୃଷ୍ଟି ହୁଏ ତେବେ ପ୍ରଶାସନକୁ ଦାୟୀ କରିବେ ବୋଲି ଚେତାବନୀ ଦେଇଛନ୍ତି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ...

ads

Blog Archive

Popular Posts