ads

Breaking News

ମା ତାରିଣୀ ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍ ପକ୍ଷରୁ ସହାୟତା

 କୁଜଙ୍ଗ----ମା ତାରିଣୀ ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍ ପକ୍ଷରୁ ଜଗତ୍‌ସିଂହପୁର ବଡବାଗ ଗ୍ରାମର କର୍କଟ ପିଡ଼ିତାଙ୍କୁ ଆର୍ଥିକ ସହାୟତା ୫ ହଜାର ଟଙ୍କା ପ୍ରଦାନ କରିଛନ୍ତି । ଶୈଳବାଳା ବେହେରାଙ୍କ ପରିବାର ଘୋର ଆର୍ଥିକ ଅଭାବ ଭିତରେ ଗତି କରୁଥିଲା ବେଳେ ସ୍ୱାମୀ ମୂଲ ଲାଗିଲେ ଘରେ ଚୁଲି ଜଳେ । ମା ତାରିଣୀ ହେଲ୍‌ପିଙ୍ଗ୍ ହ୍ୟାଣ୍ଡସ୍‌ର  ସଭାପତି ଇଂ ଶଙ୍କେଶ୍ୱର ପ୍ରସାଦ ମହାନ୍ତିଙ୍କ ନିଷ୍ପତ୍ତି କ୍ରମେ ସଚୀବ ଶାରଦା ପ୍ରସାଦ ନନ୍ଦ, ଉପ ସଂଯୋଜକ କୁନେଶ ବାରିକ ଅନୁରୂପ ଗୌରବ ବିଜୟ ଗୁରୁ ପ୍ରମୁଖ ଶୈଳବାଳାଙ୍କ ଘରେ ପହଞ୍ôଚ ଆର୍ଥୀକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଜଗତସିଂହପୁରରୁ ପ୍ରଳୟ କୁମାର ମହାପାତ୍ର 

ads

Blog Archive

Popular Posts