ads

Breaking News

ରଥ ଯାତ୍ରା ପାଇଁ ଅନୁମତି ଦେବାକୁ ନିବେଦନ

ଓଡ଼ଗାଁ----ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆୟୋଜନ କରିବା ସପକ୍ଷରେ ଗତକାଲି ସୁପ୍ରିମକୋର୍ଟରେ ଏକ ମଡିଫିକେସନ ପିଟିସନ ଦାୟର କରିଥିଲେ କୁରାଳ ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଗିରିଡିପଲ୍ଲୀ ଗ୍ରା.ପର ସମିତିସଭ୍ୟ ବିଜନ ପାଇକରାୟ ।ଜଣେ ଓଡ଼ିଆ ଜଗନ୍ନାଥପ୍ରେମୀ ହିସାବରେ ପିଟିସନ ଦାୟର କରିଛନ୍ତି । ମୁଖ୍ୟ ଉଦ୍ଦେଶ୍ୟ ହିନ୍ଦୁ ମାନଙ୍କର ମନରେ ଆଘାତ ନ ଆସୁ । ଆଉ ଥରେ ବିଚାର କରିବା ପାଇଁ ସେ ନିବେଦନ କରିଛନ୍ତିି ।

ଓଡ଼ଗାଁ ରୁ ଅର୍ଜୁନ କୁମାର ସାହୁ

ads

Blog Archive

Popular Posts