ads

Breaking News

ମାରୁତି ସେନା ପକ୍ଷରୁ ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ




ପୁରୀ ----- ପୁରୀ ସମୁଦ୍ର କୂଳରେ କିଛି ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ରାସ୍ତାରେ ବୁଲିଥିବା ବୁଲା କୁକୁର, ଗାଇ ଗୋରୁଙ୍କୁ ସେହିପିର ଖାଦ୍ୟ ପ୍ରଦାନ କରିବା ସହ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଛି ।  ମାରୁତି ସେନାର ସଂଯୋଜିକା ଇତିଶ୍ରୀ ସରିତା ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ସଭାପତି ପପୁ ଦଳବେହେରା, ବିଜୟିନୀ ସ୍ୱାଇଁ, ଳିନୁ ନାୟକ, ଜଗତ ପ୍ରଧାନ, ଲିଜନ ବଳବନ୍ତରାୟ, ଅଭୟ ମାଝି, ସାରଦା ମିଶ୍ର, ମନୋଜ ମାଝୀ, ପ୍ରଭାସୀ ଗୁଡୁ, ବବିତା ମହାରଣା,ପ୍ରକାଶ ସ୍ୱାଇଁ, ସରୋଜ ରାଉତ, ଅନିଲ ସ୍ୱାଇଁ, ହୃଷିକେସ ପରିଡା, ବବୁଲ ବେହେରା, ସୁବାସ ବେହେରା, ଶ୍ରୀଧର ଆଚାର୍ଯ୍ୟ ରୀନା ପରିଡା, ଶିବାନନ୍ଦ ସାମଲ, ଅରୁଣ ନାୟକ, ଭୀମସେନ ବଡଜେନା, କୁଶା ନାୟକ, ଦୀଲିପ ସାସମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

 ଧୀରେନ୍ଦ୍ର ସେନାପତି 

ads

Blog Archive

Popular Posts