ads

Breaking News

ରାହୁଲ ଗାନ୍ଧି ଜନ୍ମ ଦିନରେ ବରୀ କଂଗ୍ରେସ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ


ବରୀ- କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ ବରୀ ଅଞ୍ଚଳ ରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ପ୍ରକାଶ ଥାଉକି ଯାଜପୁର ଜିଲ୍ଲା ବରୀ ବ୍ଳକର ଯୁବ କଂଗ୍ରେସ ନେତା ଉମେଶ ଜେନାଙ୍କ ନିଦ୍ଦେଶ କ୍ରମେ ଅମରେଶ ପରିଡାଙ୍କ ନେତୃତ୍ୱରେ ଅଜଣା ଛକ ଠାରେ ୫୦ ଜଣ ଦିବ୍ୟାଙ୍ଗଙ୍କୁ ଶୁଖିଲା ଖାଦ୍ୟ କିଟ ବଣ୍ଟନ କରାଯାଇଛି। ଉକ୍ତ କିଟରେ ଚୂଡ଼ା,ଚିନି, ଆଳୁ,ଡ଼ାଲି, ଅଟା ,ବିସ୍କୁଟ,ଚା, ରହିଥିବା ଜଣାପଡିଛି। ଏହି ବଣ୍ଟନ କାର୍ଯ୍ୟକ୍ରମରେ ପ୍ରବୀଣ ଦାସ, ବାଦଲ ବାରିକ,ସୌଭାଗ୍ୟ ଦାସ,ଅଂଶୁମାନ ଦାସ,ଦୀପକ ଜେନା,ପଙ୍କଜ ଦାସ, ପ୍ରମୁଖ ଉପସ୍ଥିତ ଥିଲେ। 
ବରୀରୁ ଦର୍ଶନ ବେହେରା

ads

Blog Archive

Popular Posts