ads

Breaking News

ମା ବୁଢ଼ୀ ଜାଗୁଳାଇ ବସ ସଙ୍ଘ ପକ୍ଷରୁ ସଫେଇ

ବରୀ- ମା ବୁଢ଼ୀ ଜାଗୁଳାଇ ବସ କର୍ମଚାରୀ ସଂଘ ପକ୍ଷରୁ ବରୀ ବଜାରକୁ ସଫେଇ କରାଯାଇଛି। ପ୍ରକାଶ  ଥାଉକି  ମଙ୍ଗଳବାର ପବିତ୍ର ରଥ ଯାତ୍ରା ଅବସରରେ ବସ ସଂଘର ସଭାପତି ପ୍ରଣବ କୁମାର ଦାସଙ୍କ  ନେତୃତ୍ୱରେ ସଂଘର ସଦସ୍ୟ ମାନେ ବରୀ  ମାଉଣ୍ଡ ଶକ୍ତି ପୀଠ ଓ ତହସିଲ ଅଫିସ ପରିସର ସହ ବଜାର  ଉପରେ ପଡିରହିଥିବା ଅଳିଆ ଆବର୍ଜନା କୁ ସଫା କରିବା ସହିତ ସାନିଟାଇଜର କରିଛନ୍ତି। ଏହି ସଫେଇ କାଯ୍ୟରେ ୩୦ ରୁ ଉର୍ଦ୍ଧ୍ବ  ବସ ସଂଘର କର୍ମଚାରୀ  ଉପସ୍ଥିତ ରହି  ସଫେଇ କରିଥିଲେ।

ବରୀରୁ -ଦର୍ଶନ ବେହେରା

ads

Blog Archive

Popular Posts