ads

Breaking News

ଭିଜିଲାନ୍ସ ଜାଲରେ କିରାଣୀ


 ପୁରୀ---- ଭିଜିଲାନ୍ସ ଜାଲରେ କିରାଣୀ। ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲରେ ଭିଜିଲାନ୍ସ ଚଢାଉ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଅସ୍ତରଙ୍ଗ  ପ୍ରଫୁଲ୍ଲ ବେହେରା । ଅସ୍ତରଙ୍ଗ ଆର ଆଇ ଅଫିସ ରେ କାମ କରୁଥିବା  ପ୍ରଫୁଲ ବେହେରା ଫନି ଘର କରାଇ ଦେବା ପାଇଁ ସର୍ବେସ୍ବର ଓଝା ଠାରୁ ୧୨ ହଜାର ଟଙ୍କା ଲାଞ୍ଚ ନେଇ ପୁରି ଭିଜିଲାସ ଏସପି ହରନାରାୟଣ ପତି ଙ୍କ ଦ୍ବାରା ଗିରଫ ହୋଇ ଜେଲକୁ ଯାଇଛନ୍ତି। ତେବେ ଅସ୍ତରଙ୍ଗ ପାଇଁ ଏହା ନୁଆ ଘଟଣା ହୋଇ ନଥିବା ବେଳେ କେବଳ କିରାଣୀ ନୁହେଁ ଏଥିରେ ବଡ ବଡ ପ୍ରଶାସନିକ ଅଧିକାରୀ ମାନଙ୍କ ହାତ ଅଛି ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଛି ।

ads

Blog Archive

Popular Posts