ads

Breaking News

ଆଜି ଅନ୍ତର୍ଜାତୀୟ ‘ଯୋଗ ଦିବସ’ରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦୀ


ନୂଆଦିଲ୍ଲୀ  ---- ଆଜି ଅନ୍ତର୍ଜାତୀୟ ‘ଯୋଗ ଦିବସ’ ହୋଇଥିବା ବେଳେ ମହାମାରୀ କୋରୋନା କାରଣରୁ ଏହି ଦିବସକୁ ଡିଜିଟାଲ ମାଧ୍ୟମରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନରେ ମୋଦୀ କହିଛନ୍ତି କୋରୋନାକୁ ହରାଇବାକୁ ହେଲେ ଯୋଗ ଜରୁରୀ। ଯୋଗାଭ୍ୟାସ କଲେ ଆମର ଇମ୍ୟୁନିଟ୍‌ କ୍ଷମତା ବଢେ। ଏଥିସହିତ ସମସ୍ତେ ଦୈନିକ ବ୍ୟାୟାମ ରୁଟିନରେ ଅନୁଲୋମ ବିଲୋମ ଭଳି ପ୍ରଣାୟମ ବ୍ୟବସ୍ଥାକୁ ସାମିଲ କରିବାକୁ ମୋଦୀ ଆହ୍ୱାନ ଦେଇଛନ୍ତି। 

ads

Blog Archive

Popular Posts