ads

Breaking News

ମାରୁତି ସେନା ପକ୍ଷରୁ ରଥଯାତ୍ରା ପାଇଁ ଧାରଣା



ପୁରୀ---  ପୁରୀ ବଡ଼ ଦାଣ୍ଡରେ ମାରୁତି ସେନା ତରଫରୁ ଶାନ୍ତି ପୁର୍ଣ ଭାବେ ସରକାର ଙ୍କୁ ଅନୁରୋଧ ଚାଲିଛି ରଥଯାତ୍ରା ହେବା ପାଇଁ । ଏଥିରେ ଯୋଗଦେଇଥିଲେ ମାରୁତି ସେନାର ରାଜ୍ୟ ସଭାପତି ପପୁ  ଦଳବେହେରା, ଉପ ସଭାପତି ବାହୁଡା଼ ପ୍ରଧାନ, ସାଧରଣ ସମ୍ପାଦକ ସୁଶୀଲ ପ୍ରଧାନ, ସନ୍ତୋଷ ପଣ୍ଡା,ସଂଗ୍ରାମ କେଶରୀ ସ୍ୱାଇଁ, ବିଶ୍ୱଜିତ ପରିଡା,ଶ୍ରୀକାନ୍ତ ସିଂ,ମିଲନ ସାହୁ,ବିଜୟିନୀ ସ୍ୱାଇଁ, ରୀନା ପରିଡା, କାଳିଆ ବେହେରା, ଜୟନ୍ତ ସ୍ୱାଇଁ ପ୍ରମୁଖ ସାମାଜିକ ଦୂରତା ରକ୍ଷା କରି ଧାରଣା ଦେଇଛନ୍ତି । ଯାହା କିଛି ହେଉନା କାହିଁକି ରଥଯାତ୍ରା ପାଇଁ ନିର୍ଦ୍ଦେଶ ଦେବାକୁ ସେମାନେ ଦାବି କରିଛନ୍ତି।
 ଧୀରେନ୍ଦ୍ର ସେନାପତି

ads

Blog Archive

Popular Posts