ads

Breaking News

ମହାପ୍ରଭୁ ଦଧିବାମନଜୀଉଙ୍କ କୃଷ୍ଣଙ୍କ ଅବତାର ଭକ୍ତଙ୍କ ମନ ମୋହିଲା


ଓଡ଼ଗାଁ/କୁରାଳ - ପବିତ୍ର ଘୋଷଯାତ୍ରାର ସପ୍ତମ ଦିବସରେ ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ଏବଂ ଗୌଡ଼ପୁଟ ଗ୍ରାମରେ ବିଜେ ପ୍ରଭୁ ଦଧିବାମନ ଜୀଉ ଭକ୍ତଙ୍କୁ କୃଷ୍ଣ ବେଶରେ ଦର୍ଶନ ଦେଇଛନ୍ତି । ସାମାନ୍ୟ ବର୍ଷା ଯୋଗୁଁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଯୋଗୁଁ ପ୍ରଭୁଙ୍କ ଯାତ୍ରା ଫିକା ପଡିଯାଇଥିଲା ।ଯାହା ଫଳରେ ଖୁବ ଅଳ୍ପ ସଂଖ୍ୟକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା ।କରୋନା କଟକଣା ନିମିତ୍ତ ସ୍ୱଳ୍ପ ସମୟ ପାଇଁ ଏହି ଦୁର୍ଲଭ ଦର୍ଶନର ଭକ୍ତଙ୍କୁ ସୁଯୋଗ ମିଳିଥିଲା ।
ରିପୋର୍ଟ - ଓଡ଼ଗାଁ/କୁରାଳରୁ ଅର୍ଜୁନ ସାହୁ

ads

Blog Archive

Popular Posts