ads

Breaking News

ଗାଳିଗୁଲଜ ଓ ମାରିଦେବାକୁ ଉଦ୍ୟମ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ


ବେଗୁନିଆ–––– ବେଗୁନିଆ ବ୍ଲକ ଅନ୍ତର୍ଗତ ଡିଙ୍ଗର ଗ୍ରାମର ଜନୈକ ବ୍ୟକ୍ତି ପଡୋଶୀଙ୍କୁ ଗାଲିଗୁଲଜ କରିବା ସହ ଠେଙ୍ଗାଧରି ମାରିବାକୁ ଉଦ୍ୟମ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ କରିଛନ୍ତି ପୋଲିସ ଏଏସଆଇ ସନାତନ ମଲ୍ଲିକଙ୍କ ସୂତ୍ରରୁ ପ୍ରକାଶ ଯେ ଲୋକନାଥ ମାର୍ଥା ଗ୍ରାମର ଡମ୍ବରୁଧର ପରିଡାଙ୍କୁ  କୌଣସି ଏକ କାରଣକୁ ନେଇ ଗାଲିଗୁଲଜ କରିବା ସହ ଠେଙ୍ଗାଧରି  ମାରିବାକୁ ଉଦ୍ୟମ କରିଥିଲେ ନେଇ ଶ୍ରୀ ପରିଡା ବେଗୁନିଆ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ଦାଏର କରାଯାଇ ପୋଲିସ ଅଭିଯୁକ୍ତ ଲୋକନାଥଙ୍କୁ  ଗିରଫ କରି କୋର୍ଟ ଚାଲାଣ କରିଥିବା ପୋଲିସ ସୁତ୍ରରୁ ପ୍ରକାଶ ବେଗୁନିଆରୁ ଯୋଗେଶ୍ବର ପଣ୍ତା


ads

Blog Archive

Popular Posts