ads

Breaking News

ଜଳ ସଂରକ୍ଷଣ ପାଇଁ ଆଲେଚନା ଚକ୍ର


p mohapatra
jagatasinghpur
ଜଗତସିଂହପୁର–––– ରଘୁନାଥପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ୟୁଥ କ୍ଳବ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୃଜନୀର ମିଳିତ ସହଯୋଗରେ ତିନିଦିନିଆ ଜଳ ସଂରକ୍ଷଣ କର୍ମଶାଳା ଅନୁଷଠି ହୋଇଯାଇଛି ସୃଜନୀ ଅନୁଷ୍ଠାନର ସଭାଗୃହ ପରିସରରେ ଅନୁଷ୍ଠିତ ହୋଇଥିଲା ନେହେରୁ ଯୁବକେନ୍ଦ୍ର ସଂଗଠକ ବିକାଶ କୁମାର ପତି ୟୁନିସେଫର ଗଣେଶ ଚନ୍ଦ୍ର ପଣ୍ତା, ପବିତ୍ର ମୋହନ ସୁବୁଦ୍ଧି, ସୃଜନୀର ସଭାପତି ଦେବପିୟ ନିରଞ୍ଜନ ସ୍ବାଇଁ, ବିବେକା ନନ୍ଦ ୟୁଥ କ୍ଳବର ଚନ୍ଦନ କୁମାର ଖୁଣ୍ଠିଆ, ଜନୀ ବିକାଶ ଅଗ୍ରନାଇଜର ରଘୁନାଥ ସାହୁ,  ପ୍ରଶିକ୍ଷକ ରଞ୍ଜିତା ଦାସ ପ୍ରମୁଖ ଯୋଗଦେଇ ଜଳ ସଂରକ୍ଷଣ ଏହାର ଆବଶ୍ୟକତା ସମ୍ପର୍କରେ ଆଲେଚନା କରିଥିଲେ ପରେ ପରେ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମାନଙ୍କ ଦ୍ବାରା କ୍ଷେତ୍ରପାଳ ମନ୍ଦିର ପରିସର ବାହାର ସଫେଇ କରାଯାଇଥିଲା ସଜୃନୀର ସମ୍ପାଦକ ସ୍କୃତି ରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଯୋଗ କରିଥିଲେ ତପନ କୁମାର ବାରିକ, ଜ୍ୟୋସ୍ନାରାଣି ସ୍ବାଇଁ, ବୀଣାପାଣି ଖଟୁଆ, ସତ୍ୟମ ସ୍ବାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ
ଜଗତଦିଂହପୁରରୁ ପ୍ରଳୟ କୁମାର ମହାନ୍ତି 


ads

Blog Archive

Popular Posts