ads

Breaking News

ପିଲାଙ୍କ ଖବର କାଗଜ ବାନର ସେନା ର ରୌପ୍ୟ ଜୟନ୍ତୀ ସମାରୋହ


 J Sehti
Puri

ପୁରୀ------ ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଆଖଣ୍ଡଳେଶ୍ବର ମହାଦେବ ମନ୍ଦିରପ୍ରାଙ୍ଗଣରେ ପିଲାଙ୍କ ଖବର କାଗଜ ବାନର ସେନା ର ୨୫ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ମହାସମାରୋହ ପାଳିତ ହୋଇଯାଇଛି। ଏହି ଜୟନ୍ତୀ ସମାରୋହ କୁ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ  ଆନୁଷ୍ଠାନିକ ଭାବେ ପ୍ରଦୀପପ୍ରଜ୍ଜଳିତ କରି ଉଦଘାଟନ କରିଥିଲେ। ପରେ ବାନରସେନା ର ସଂପାଦକ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ଖଟାଇ ଙ୍କ ସମେତ ବରିଷ୍ଠ କବିମାନ ଙ୍କୁ ମୁଖ୍ୟ ଅତିଥି ସାସଂଦ ଡାକ୍ତର ମଲ୍ଲୀକ ଉତ୍ତରୀ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ପରେ କୁନିକୁନି ପିଲାମାନଙ୍କ ଦ୍ବାରା ପରିଚାଳିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକମାନ ଙ୍କୁ ବେଶ ମନମୁଗ୍ଧ କରିଥିଲା।
ପରେପରେ କୁନି କୁନି ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା।
 ପୁରୀ ରୁ ଜୟନ୍ତ କୁମାର ସେଠୀ

ads

Blog Archive

Popular Posts